ପ୍ରତିଷ୍ଠାନ ସମ୍ପର୍କରେ

  • ଓଡ଼ିଆ ଭାଷାର ସଂରକ୍ଷଣ, ସମୃଦ୍ଧି ଓ ସମ୍ପ୍ରସାରଣ ପାଇଁ ସଂକଳ୍ପବଦ୍ଧ ଏକ ସ୍ୱୟଂଶାସିତ ଅନୁଷ୍ଠାନ।
  • ୨୦୦୬ ମସିହା ଏପ୍ରିଲ୍ ୧ ତାରିଖ (ଉତ୍କଳ ଦିବସ)ରେ ଏହି ପ୍ରତିଷ୍ଠାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ପ୍ରତିଷ୍ଠା ଦିନଠାରୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲା। ବର୍ତ୍ତମାନ ଏହା ତା୨୪.୦୬.୨୦୧୫ରିଖଠାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରୁଅଛି।
  • ଏହାର ଏକ ସାଧାରଣ ପରିଷଦ ଓ ଏକ କାର୍ଯ୍ୟନିର୍ବାହୀ କମିଟି ଅଛି।
  • ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସାଧାରଣ ପରିଷଦର ସଭାପତି ।
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଏବଂ ମୁଖ୍ୟ ଶାସନସଚିବ ଏହି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରନ୍ତି।